Featuredଅନ୍ତର୍ଜାତୀୟ

ଗିରଫ ହେବେ ଇମ୍ରାନ ଖାନ!

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଯେ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ପୋଲିସ ଆରେଷ୍ଟ ୱାରେଣ୍ଟ ଧରି ଇମ୍ରାନଙ୍କ ଇସଲାମାବାଦ ସ୍ଥିତ ବାସଭବନରେ ପହଞ୍ଚିଛି । ଗତ ମାସ ୨୮ ତାରିଖରେ ଇମ୍ରାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅତିରିକ୍ତ ଅଧିବେଶନ ବିଚାରପତି ଜଫର କିବାଲ ଇମ୍ରାନଙ୍କ ବିରୋଧରେ ଜାମିନହୀନ ଗିରଫଦାରୀ ଆରେଣ୍ଟ ଜାରି କରିଥିଲେ ।

ଏକ ବିଶେଷ ସୂତ୍ର ମୁତାବକ, ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ଇମ୍ରାନଙ୍କୁ ଗିରଫ କରାଯାଇପାରେ । ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଇସଲାମାବାଦ ପୋଲିସ ଲାହୋରରେ ପହଞ୍ଚିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com