ଅନ୍ତର୍ଜାତୀୟ

ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କ ପୂର୍ବ ଭଳି ନାହିଁ

ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କ ପୂର୍ବ ଭଳି ନାହିଁ। ଏବେ ସମ୍ପର୍କରେ ଫାଟ ଦେଖାଦେଇଛି। ଏହି ତିକ୍ତତା ଏପରି ଏକ ସମୟରେ ଆସିଥିଲା ଯେତେବେଳେ ମାଳଦ୍ୱୀପ ମନ୍ତ୍ରୀମାନେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

ସେବେଠାରୁ କ୍ରମାଗତ ଭାବେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଏକ ଭୁଲ ନିଷ୍ପତ୍ତି ଜଣେ ନିରୀହ ୧୪ ବର୍ଷ ନାବାଳକଙ୍କର ଜୀବନ ନେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com