ଓଡ଼ିଶା

ଲୁଟେରାଙ୍କ ଚାଲ୍‌ରେ ଫସିଗଲେ ବନ କର୍ମଚାରୀ, ଶହେ ଟଙ୍କିଆ ବଣ୍ଡଲ ପଡ଼ିଛି କହି ଲୁଟିନେଲେ ୧୨ ଲକ୍ଷ

ରାଉରକେଲା() ଚକମା ଦେଖାଇ ୧୨ ଲକ୍ଷ ଲୁଟ । ଉଦିତ ନଗର ଥାନା ଫୁଡ଼ ନୂତନ କୋର୍ଟ ନିକଟରୁ ଲୁଟ । ଉଦିତ ନଗର କାନାରା ବ୍ୟାଙ୍କରୁ ବନ ବିଭାଗର କର୍ମଚାରୀ ୧୨ ଲକ୍ଷ ଟଙ୍କା ଉଠାଇ ବାଇକରେ ଅଫିସକୁ ଯାଉଥିବା ବେଳେ ଫୁଡ୍‌ କୋର୍ଟ ନିକଟରେ ଦୁଇ ଯୁବକ ବାଇକରେ ପଛପଟୁ ଯାଇ ୧୦୦ ଟଙ୍କିଆ ବଣ୍ଡଲ ପକାଇ ଦାଶରଥି ସେନଙ୍କୁ କହିଲେ ତମ ଟଙ୍କା ପଢ଼ିଛି । ଦାଶରଥି ବାଇକରୁ ଓହ୍ଲାଇ ୧୦୦ ଟଙ୍କିଆ ବଣ୍ଡଲ ଗୋଟାଇବା ବେଳେ  ଦାସରଥୀଙ୍କ ଟଙ୍କା ବ୍ୟାଗ ସହ ଶହେ ଟଙ୍କିଆ ବଣ୍ଡଲ ଧରି ଦୁର୍ବୃତ୍ତ ଫେରାର ମାରିଥିଲେ । ଉଦିତ ନଗର ପୋଲିସ ଥାନାରେ ଅଭିଯୋଗ ପରେ ପୋଲିସ ଏନେଇ ତନାଘନା ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com