ମନୋରଞ୍ଜନ

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ୍‌ ଅଭିନେତ୍ରୀ ଅଛନ୍ତି

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ୍‌ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଜଣେ ବଡ଼ ହିରୋଙ୍କଠାରୁ ଅଧିକ ଦରମା ପାଆନ୍ତି। ସେହିପରି ବହୁତ କମ୍‌ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସାରା ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି।

ଏହି ଯେମିତି ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ନୟନତାରାଙ୍କ ପରି ଅଭିନେତ୍ରୀମାନେ। ଏହି ତିନିଜଣ କ୍ରମାଗତ ଭାବରେ ହିଟ୍‌ ଫିଲ୍ମ ଦେଉଛନ୍ତି। କିନ୍ତୁ ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ ମହଙ୍ଗା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ମାତ୍ର କ୍ରମାଗତ ଭାବରେ ଫ୍ଲପ୍‌ ଫିଲ୍ମ ଦେଉଛନ୍ତି ।

Related Articles

Back to top button