ଓଡ଼ିଶା

ବିଜେଡିରେ ମିଶିଲେ BMC ଓ୍ୱାର୍ଡ ୯ର ସ୍ୱାଧୀନ ପ୍ରାର୍ଥୀ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସାମିଲ

ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ BMC ଓ୍ୱାର୍ଡ ୯ର ସ୍ୱାଧୀନ ପ୍ରାର୍ଥୀ ସୁଷମା ସାହୁ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀମତୀ ସାହୁ ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି । ଚଳିତ ଥର BMC ନିର୍ବାଚନରେ ବିଜେଡ଼ ପ୍ରାର୍ଥିନୀ ସୂର୍ଯ୍ୟକାନ୍ତି ଜେନାଙ୍କୁ ହରାଇ ଥିଲେ ସୁଷମା । ଏହି ଅବସରରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com