ଓଡ଼ିଶା

ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ହତ୍ୟା, ହୋଟେଲ ରୁମ ବାହାରେ ପଡିଛି ରକ୍ତର ଛିଟା

ପୁରୀ : ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅସୁରକ୍ଷିତ ପର୍ଯ୍ୟଟକ । ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଡିପ୍ ରିସୋର୍ଟ ହୋଟେଲ ରୁମ୍ ବାହାରେ ପଡିଛି ରକ୍ତ ଛିଟା । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ।

ତେବେ ତାଙ୍କୁ ହତ୍ୟା କରିବା ପରେ ସେଠାରେ ଫେରାର ହୋଇଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡର କାରଣ କଣ ତାହା ଏବେବି ଅସ୍ପଷ୍ଟ ରହିଛି । ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Related Articles

Back to top button
WP Twitter Auto Publish Powered By : XYZScripts.com