ଜାତୀୟ

ଇଣ୍ଡିଆ ମିଳିତ ମେଣ୍ଟ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି

ଇଣ୍ଡିଆ ମିଳିତ ମେଣ୍ଟ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଞ୍ଜାବ ପରେ ଦିଲ୍ଲୀର ସମସ୍ତ ୭ଟି ଆସନରେ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଯେ ଏହାପୂର୍ବରୁ ବିହାରରେ ଜେଡିୟୁ ନେତା ନୀତୀଶ କୁମାର ଏବଂ ପଶ୍ଚିମବଙ୍ଗର ତ୍ରୁଣ ମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ବିରୋଧୀ ଦଳରୁ ଅଲଗା ହୋଇ ଆଗାମୀ ଲୋକ ସଭା ନିର୍ବାଚନରେ ‘ଏକଲା ଚଲୋ’ ସୂତ୍ର ଗ୍ରହଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com