Featuredଓଡ଼ିଶା

ମିଛ ଖବର ପ୍ରସାରଣ କରନ୍ତୁ ନାହିଁ : ଅର୍ଚ୍ଚନା ନାଗ

ଭୁବନେଶ୍ୱର: ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । ତଥ୍ୟ ପ୍ରମାଣ ବିନା ମୋ ନାଁରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । କୋର୍ଟର ହଜାର ବେଳେ ଏଭଳି ପ୍ରତିକ୍ରିୟା ଦେଇଥିଲେ ଅର୍ଚ୍ଚନା ନାଗ ।

ଅର୍ଚ୍ଚନା ନାଗଙ୍କୁ ଝାରପଡ଼ା ଜେଲ୍‌ରୁ ଭୁବନେଶ୍ୱର SDJM କୋର୍ଟରେ ହଜାର କରାଯାଇଥିଲା । ଆଜି କୋର୍ଟକୁ ଗଲା ବେଳେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ଅଧିକ କିଛି କହିବା ପୂର୍ବରୁ ଅର୍ଚ୍ଚନାକୁ କୋର୍ଟ ଭିତରକୁ ନେଇଯାଇଥିଲା ପୁଲିସ । ତେବେ ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରିବା ମାମଲାରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com