ଅନ୍ତର୍ଜାତୀୟଜାତୀୟ
ଶାହାବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ, ରାତି ୮.୩୦ରେ ନେବେ ଶପଥ
![](https://i0.wp.com/odia.mobilenews24x7.com/wp-content/uploads/2022/04/shahbaaz-sharif-1.jpg?resize=650%2C400&ssl=1)
ନୂଆଦିଲ୍ଲୀ() ଇମ୍ରାନ ଖାନଙ୍କ ଇସ୍ତଫା ପରେ ପାକିସ୍ତାକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ। ନୱାଜ ସରିଫଙ୍କ ଭାଇର ଶାହାବାଜ ସରିଫ ପାକିସ୍ତାନର ୨୩ତମ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ୩୪୨ ସଦସ୍ୟ ଥିବା ପାକିସ୍ତାନ ଆସେମ୍ଲିରେ ଶାହାବଜଙ୍କୁ ୧୭୪ ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା। ରାତି ୮.୩୦ରେ ଶାହାବାଜ ସରିଫଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ। ଭୋଟିଂ ସମୟରେ ଇମ୍ରାନ ଖାନ ଏବଂ ତାଙ୍କ ଦଳ ପିଟିଆଇର ସମସ୍ତ ସଂସାଦର ଗୃହ ତ୍ୟାଗ କରିଥିଲେ।
#WATCH | Shehbaz Sharif, Pakistan opposition leader, elected new PM
Source: PTV pic.twitter.com/lYcOeYbwQp
— ANI (@ANI) April 11, 2022