ମନୋରଞ୍ଜନ
ସିନେମା ହଲରେ KGF-2, ୧୦ ହଜାର ସ୍କ୍ରିନରେ ରିଲିଜ୍

ଭୁବନେଶ୍ୱର() ସବୁଠି କେଜିଏଫ୍ କ୍ରେଜ୍ । ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍ ଚାପ୍ଟର ୨’ । ବିଶ୍ବର ୧୦ ହଜାର ସ୍କ୍ରିନରେ ରିଲିଜ ହୋଇଛି ଫିଲ୍ମ । ୫ଟି ଭାଷା ହିନ୍ଦି, କନ୍ନଡ, ତାମିଲ୍, ତେଲୁଗୁ ଓ ମାଲାୟାଲମ୍ ଭାଷାରେ ରିଲିଜ୍ ହୋଇଛି ଫିଲ୍ମ । ଫିଲ୍ମ ଦେଖିବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଭରପୁର ଉତ୍ସାହ । ରିଲିଜ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ନୂଆ ରେକର୍ଡ କରିସାରିଛି କେଜିଏଫ୍ ୨’ ।





