ମନୋରଞ୍ଜନ

ଇଦ୍ ଅବସରରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଆକ୍ସନ୍ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ ମୁକ୍ତିଲାଭ କରିଥିଲା

ଇଦ୍ ଅବସରରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଆକ୍ସନ୍ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ସହ ରିଲିଜ୍ ହୋଇଥିଲା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ମଇଦାନ’।

ତେବେ ରୋଜଗାର ଦୃଷ୍ଟିରୁ ‘ମୈଦାନ’ ‘ବଡେ ମିଆଁ ଛୋଟେ ମିଆଁ’କୁ ପଛରେ ପକାଇ ଦେଇଥିଲେ ବି ବିଶ୍ବ ସ୍ତରର ଆୟ ମିଶାଇଲେ ୨ଦିନରେ ୫୦କୋଟିରୁ ଅଧିକ ଆୟ କରିଛି ‘ବଡେ ମିଆଁ ଛୋଟେ ମିଆଁ’।

Related Articles

Back to top button
WP Twitter Auto Publish Powered By : XYZScripts.com