ଓଡ଼ିଶା
ଶ୍ରୀମନ୍ଦିରରେ ଦର୍ଶନ ବେଳେ ଉଡ଼ିଗଲା ଭକ୍ତଙ୍କ ପ୍ରାଣବାୟୁ

ପୁରୀ() ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା ବେଳେ ଜଣେ ଛତିଶଗଡ଼ର ଭକ୍ତ ମୃତ୍ୟୁ ବରଣ କରିଛନ୍ତି । ଶ୍ରୀମନ୍ଦିରର ବିମଳା ମନ୍ଦିର ଠାରେ ଘଟିଛି ଏହି ଅଘଟଣ । ମୃତକ ଜଣକ ହେଉଛନ୍ତି ଛତିଶଗଡ଼ର ୭୨ ବର୍ଷୀୟ ୱାଇ.ଜି. ମୂର୍ତ୍ତି ।





