ଅନ୍ତର୍ଜାତୀୟ

ଆମେରିକାର ସୈନ୍ୟବାହିନୀ ଇରାକର ରାଜଧାନୀ ବାଗଦାଦରେ ଏୟାର ଷ୍ଟ୍ରାଇକ କରି ଇରାନ ସମର୍ଥିତ ଜଣେ ମିଲିସିଆ ନେତାଙ୍କୁ ହତ୍ୟା କରିଛି

ଆମେରିକାର ସୈନ୍ୟବାହିନୀ ଇରାକର ରାଜଧାନୀ ବାଗଦାଦରେ ଏୟାର ଷ୍ଟ୍ରାଇକ କରି ଇରାନ ସମର୍ଥିତ ଜଣେ ମିଲିସିଆ ନେତାଙ୍କୁ ହତ୍ୟା କରିଛି।

ପ୍ରତିଶୋଧ ସମ୍ପର୍କରେ ସୂଚନା ଦେଇ ୱାଶିଂଟନ୍‌ରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଯେ, ଇରାକରେ ଆମେରିକାର ସାମରିକ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଏୟାର ଷ୍ଟ୍ରାଇକ୍‌ରେ ନିହତ ହୋଇଥିବା ମିଲିସିଆ ନେତା ଦାୟୀ।

Related Articles

Back to top button