ଅନ୍ତର୍ଜାତୀୟ

ବିଜୁଳି ବଦଳରେ ଡିବି ଓ ଲଣ୍ଠନ ବ୍ୟବହାର କରିବେ ପାକିସ୍ତାନ ବାସୀ

ବିଜୁଳି ବଦଳରେ ଡିବି ଓ ଲଣ୍ଠନ ବ୍ୟବହାର କରିବେ ପାକିସ୍ତାନ ବାସୀ । ପାକିସ୍ତାନ ର କରାଚୀ ସହରରେ ଗୁରୁତ୍ବପୂର୍ଣ୍ଣ ଗତିବିଧି ଚାଲିବା କାରଣରୁ ପ୍ରଭାବିତ ସ୍ଥାନ ମାନଙ୍କରେ ବିଜୁଳି ବନ୍ଦ ରହିବ ।

ସହରର ଏକ ମାତ୍ର ବିଜୁଳି ଯୋଗାଣକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଗତିବିଧି ଚାଲିବା କାରଣରୁ ପ୍ରଭାବିତ ହେଉଥିବା ଜାଗା ଗୁଡିକ ହେଲା ଔରଙ୍ଗି ଟାଉନ୍ , ଗଡୈପ୍, ଏୟାର ପୋର୍ଟ-୨, କ୍ବିନସ୍ ରୋର୍ଡ ଗ୍ରିଡ୍ ସାମିଲ୍ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com