ଓଡ଼ିଶା
ଭୁବନେଶ୍ୱରରେ ଅଗ୍ନି ବର୍ଷା, ଜଳୁଛି ଦେହ: ରାଜଧାନୀରେ ୪୩.୦ ଡିଗ୍ରୀ ଛୁଇଁଲା ପାରଦ
ଭୁବନେଶ୍ୱର() ତତଲା କଡେଇରେ ଭାଜି ହେଉଛି ଓଡ଼ିଶା। ଅସହ୍ୟ ହେଲାଣି ଗରମ, ଅସ୍ତବ୍ୟସ୍ତ ହେଲାଣି ଜୀବନ। ଅସମ୍ଭାଳ ତାତିରେ ହସ୍ତସନ୍ତ ହେଲେଣି ରାଜଧାନୀବାସୀ। ଆକାଶରୁ ବର୍ଷୁଛି ନିଆ, ଜଳୁଛି ଲୋକଙ୍କ ଦେହ। ରବିବାର ରାଜଧାନୀ ଭୁବନେଶ୍ୱରରେ ୪୩.୦ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ।
ରାଜଧାନୀ #ଭୁବନେଶ୍ୱର ରେ ଅଗ୍ନି ବର୍ଷା
ଦିନ ୨.୩୦ ସୁଦ୍ଧା #୪୩ଡ଼ିଗ୍ରୀ ଛୁଇଁଲା ତାତି pic.twitter.com/qBEP59eilS
— Meteorological Centre, Bhubaneswar (@mcbbsr) April 24, 2022