ଜାତୀୟମନୋରଞ୍ଜନ

ସବୁ ସୀମା ପାର କଲେ ଉର୍ଫି ଜାଭେଦ…

ମୁମ୍ବାଇ () ସୋସିଆଲ ମିଡିଆ ଦୁନିଆରେ ନିଜର ବୋଲ୍ଡ ଓ ଅତରଙ୍ଗୀ ଆନ୍ଦାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉର୍ଫି ଜାବେଦ ପୁଣି ଏବେ ଚର୍ଚ୍ଚାରେ । ନିକଟରେ ତାଙ୍କର ଏକ ଏଭଳି ଲୁକ୍ ସାମ୍ମାନକୁ ଆସିଛି ଯାହାକୁ ଦେଖି ଅନେକ ଆଶ୍ଚର୍ଯ୍ୟ ଚକ୍କିତ ହୋଇଛନ୍ତି । ଉର୍ଫି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଭିଡିଓ ସହ ଫଟୋ ସେୟାର କରିଛନ୍ତି ।

 

View this post on Instagram

 

A post shared by Uorfi (@urf7i)

ଯେଉଁଥିରେ ତାଙ୍କ ଶରୀରରେ ପୋଷାକ ଜାଗାରେ ଫୁଲ ହି ଫୁଲ ଦେଖିବାକୁ ମିଳିଛି । ଏହା ସହ ଉର୍ଫି ସ୍କିନ୍ ସହ ମ୍ୟାଚ କଲା ଭଳି ନ୍ୟୁଡ୍ କଲରର ହଟ୍ ପ୍ୟାଣ୍ଟ ପିନ୍ଧିଛନ୍ତି । ଉର୍ଫିଙ୍କ ଏହି ଲୁକ୍ ଦେଖି ଫ୍ୟାନ୍ ମାନେ ଆଶ୍ଟର୍ଯ୍ୟ ହେବା ସହ ଭଳି କି ଭଳି କମେଣ୍ଟସ୍ ଦେବାରେ ଲାଗିଛନ୍ତି । ଉର୍ଫି ଜଣେ ସୋସିଆଲ ମିଡିଆ ୟୁଜର୍ସ । ଅଭିନେତ୍ରୀଙ୍କୁ ନିଜର ଲୁକ୍  ଓ ଆଉଟ୍ ଫିଟ୍ ଉପରେ ଏକ୍ସପ୍ରିମେଣ୍ଟ କରିବାକୁ ପସନ୍ଦ କରନ୍ତି । ଉର୍ଫିଙ୍କ ଏହି ବୋଲ୍ଟ ଆନ୍ଦଜା ପାଇଁ ସେ ସବୁ ବେଳେ ଟ୍ରୋଲ ହେଉଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com