ଓଡ଼ିଶା
ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୦ କରୋନା ପଜିଟିଭ୍
![](https://i0.wp.com/odia.mobilenews24x7.com/wp-content/uploads/2022/04/115033545_gettyimages-1226314512-2.jpg?resize=780%2C470&ssl=1)
ଭୁବନେଶ୍ୱର() ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୩୪ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
Covid-19 Report For 28th April
New Positive Cases: 10
Of which 0-18 years: 1
In quarantine: 6
Local contacts: 4(Details of local contacts will be shared by concerned District)
1. Cuttack: 1
2. Kendrapada: 1
3. Khurda: 4
4. Nayagarh: 1
5. Sambalpur: 2
6. Sundargarh: 1— I & PR Department, Odisha (@IPR_Odisha) April 29, 2022