ଶିକ୍ଷା

ଏଣିକି ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା

ଏଣିକି ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୂନା ପ୍ରଶ୍ନପତ୍ର ।

ଫଳରେ ସେମାନେ ପରୀକ୍ଷା ପୂର୍ବରୁ ସେହି ଅନୁଯାୟୀ ନିଜକୁୁ ପ୍ରସ୍ତୁତ କରିପାରିବେ । ଗଣଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ପରୀକ୍ଷା ଢାଞ୍ଚା ସହ ପରୀକ୍ଷାର୍ଥୀ ଅଭ୍ୟସ୍ତ ହୋଇପାରିବେ ବୋଲି ବିଭାଗ କହିଛି । ପିଲାଙ୍କ ପାଖରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓଙ୍କୁ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ପଠାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com