ଓଡ଼ିଶା

ଗୁଳିବିଦ୍ଧ ଦନ୍ତାର ମୃତଦେହକୁ ରାତିଅଧିଆ ପୋତିବା ଘଟଣା : ନିଲମ୍ବିତ ହେଲେ ଆଠଗଡ ରେଞ୍ଜର

ଆଠଗଡ() ଶିକାରୀ ଗୁଳିରେ ହାତୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ । ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହକୁ ରାତିଅଧିଆ ପୋତିବା ପଡିଲା ମହାଙ୍ଗା । ଆଠଗଡ ରେଞ୍ଜର ଆୟଶା ଅଖତାରୀ ନିଶା ଚାକିରୀରୁ ନିଲମ୍ବିତ । ରେଞ୍ଜରଙ୍କୁ ନିଲମ୍ବିତ କଲେ ଓଡିଶା ମୁଖ୍ୟ ବନ ସଂରକ୍ଷକ । ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ତଦନ୍ତକୁ ଭିତ୍ତିକରି ନିଆଯାଇଛି ନିଷ୍ପତ୍ତି । ହାତୀ ଲୁଚାଇ ପୋତିଦେଇ ଦାନ୍ତକୁ ଲୁଚାଇ ରଖିବା ସହିତ ବ୍ୟାପକ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା । ଗତ ୨୦୨୦ ମସିହା ଅଗଷ୍ଟ ୨୭ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଘଟଣା ।

Related Articles

Back to top button
WP Twitter Auto Publish Powered By : XYZScripts.com