ଓଡ଼ିଶା

ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଦେବଗଡ() ବିଧାୟକ ସୁବାସ ପାଣିଗ୍ରାହୀଙ୍କ ମିଳିଲା ଜାମିନ । ବିଧାୟକଙ୍କ ସମେତ ତାଙ୍କ ଦୁଇ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ଜିଲ୍ଲା ଜଜ୍ । ବିଧାୟକଙ୍କୁ 50 ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି । ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିଲେ ସୁବାସ ପାଣିଗ୍ରାହୀ ।

Related Articles

Back to top button
WP Twitter Auto Publish Powered By : XYZScripts.com