ଓଡ଼ିଶା

ଆଜି ସରିଲା ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର() ଆଜି ସରିଲା ମାଟ୍ରିକ ପରୀକ୍ଷା । ଦୁଇ ବର୍ଷ ପରେ କ୍ଲାସରେ ବସି ଅଫଲାଇନରେ ପରୀକ୍ଷା ଦେଉଥିଲେ  ପରୀକ୍ଷାର୍ଥୀ । ଶନିବାର ସମ୍ମେଟିଭ୍-୨ ମାଟ୍ରିକ ପରୀକ୍ଷା ସରିଥିବା ବେଳେ, ଆସନ୍ତା ୧୦ ତାରିଖରେ ମଧ୍ୟମା ଓ ଓପନ୍ ସ୍କୁଲର ପରୀକ୍ଷା ଶେଷ ହେବ । ୩୫୪୦ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ସମ୍ମେଟିଭ୍-୨ ପରୀକ୍ଷା ଦେଇଛନ୍ତି । ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪୪୪୩ ଜଣ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଉଛନ୍ତି । ପ୍ରତିଦିନ ଗୋଟିଏ ଲେଖାଏଁ ପେପରରେ ପରୀକ୍ଷା ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com