ଓଡ଼ିଶା

ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି

୨୬ ତାରିଖ ପରେ ଏପରି ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ତେବେ ଅସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏପରି କୋହଲା ପାଗ ଲାଗିରହିବ ।ଘୂର୍ଣ୍ଣିବଳୟ ପ୍ରଭାବରେ ଏପରି କୋହଲା ପାଗ ଲାଗି ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com