ଜାତୀୟମନୋରଞ୍ଜନ

ବିକିନି ପିନ୍ଧି ଗ୍ଲାମରସ୍‌ ଅନ୍ଦାଜ୍‌ରେ ଫଟୋ ସେୟାର କଲେ ଅମିଷା ପଟେଲ୍‌, ଇଣ୍ଟରନେଟ୍‌ରେ ଲଗାଇଲା ନିଆଁ

ମୁମ୍ବାଇ: ଏକ ସମୟ ଥିଲା ଯେତେବେଳେ ଅମିଷା ପଟେଲ ବେଶ୍ ଲୋକପ୍ରିୟ ହୋଇଥିଲେ । ତାହା ପୁଣି ହ୍ରିତିକ ରୋଶନ, ସନି ଦେଓଲ, ସୈଫ୍‌ ଅଲି ଖାନ ଏବଂ ଅମୀର ଖାନଙ୍କ ଭଳି ତାରକାଙ୍କ ସହ କାମ କରି। ଅମିଷା ଦୀର୍ଘ ସମୟ ଧରି ଅଭିନୟ ଜଗତଠାରୁ ଦୂରରେ ରହିଛନ୍ତି । ହେଲେ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । କହିବାକୁ ଗଲେ ସୋସିଆଲ୍‌ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡି ହୋଇ ରୁହନ୍ତି । ପ୍ରତିଦିନ ନିଜର ଗ୍ଲାମରସ୍ ଆଣ୍ଡ ବୋଲ୍ଡ ଫଟୋ ସେୟାର୍ କରନ୍ତି। ଯାହା ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଥାଏ।  ନିକଟରେ ଅମିଷା ଏକ ଫଟୋ ଓ ଭିଡିଓ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଅମିଷାଙ୍କ ଫ୍ୟାନ୍ସ ମତୁଆଲା ହୋଇଛନ୍ତି ।

ନିକଟରେ ଅମିଷା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଧଳା ଓ ଗୋଲାପୀ ରଙ୍କର ବିକିନି ସହ ସ୍ରଗ୍‌ ପିନ୍ଧିଛନ୍ତି । ସେହି ସମୟରେ ସେ ସୂର୍ଯ୍ୟକିରଣ ପାଖରେ ଛିଡା ହୋଇ ପୋଜ୍‌ ଦେଇଛନ୍ତି । ଯାହା ଫଟୋ ଇଣ୍ଟରନେଟ୍‌ରେ ନିଆଁ ଲଗାଉଛି । ଏହି ଫଟୋ ଦେଖି ଫ୍ୟାନ୍ସମାନେ ଖୁବ୍‌ ମତୁଆଲା ହୋଇଛନ୍ତି ।

 

View this post on Instagram

 

A post shared by Ameesha Patel (@ameeshapatel9)

ଅମିଷଙ୍କର ଏହି ପୋଷ୍ଟରେ ପ୍ରଶଂସକମାନେ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଅମିଷାଙ୍କ ପ୍ରଶଂସକମାନେ ନଜର ହଟାଇ ପାରୁ ନାହାନ୍ତି। ତାଙ୍କ ଫିଗରକୁ ନେଇ ଖୁବ୍‌ ବହୁତ ପ୍ରଶଂସା କରୁଛନ୍ତି । ହଜାର ହଜାର ଲାଇକ୍‌ କରାଯାଇଥିବା ବେଳେ ସେୟାର ମଧୟ କରାଯାଇଛି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅମିଶା ପଟେଲ ସନି ଦେଓଲଙ୍କ ସହ ଗଦର-୨ରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com