ଓଡ଼ିଶା

୨୧ରୁ ଆରମ୍ଭ ହେବ ମାଟ୍ରିକ ମୂଲ୍ୟାୟନ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ପରୀକ୍ଷକମାନେ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା କେନ୍ଦ୍ରରେ ଯୋଗ ଦେବେ ଏବଂ ୨୧ରୁ ମୂଲ୍ୟାୟନ ଆରମ୍ଭ ହେବ । ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହେବେ । ସେହିପରି ୯୦୦ ଜଣ ଡେପୁଟି ପରୀକ୍ଷକ, ୮,୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ସ୍କୁଟିନାଇଜରଙ୍କୁ ନିଯୁକ୍ତି କରାଯିବ । ଦିନ ୧୦ ରୁ ୧୨ଟା ପର‌୍ୟ୍ୟନ୍ତ ଖାତା ଦେଖା ଜାରି ରହିବ । ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com