Featuredଜାତୀୟ

ଦିଲ୍ଲୀ ଦଙ୍ଗା ସହିତ ଜଡିତ ଉମର ଖାଲିଦ ଓ ଖାଲିଦ ସୈଫଙ୍କୁ ଜାମିନ

ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲାରେ ଦୀର୍ଘଦିନ ହେବ ଜେଲରେ ଥିବା ଜେଏନୟୁର ଛାତ୍ରନେତା ଉମର ଖଲିଦ ଓ ଖଲିଦ ସୈଫଙ୍କୁ ଦିଲ୍ଲୀର କଡକଡଡୁମା କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଖାଲି ଜାମିନ ଦେଇ ନାହାଁନ୍ତି ବରଂ ତାଙ୍କୁ ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲାରେ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ୨୦୨୦ ଫେବୃଆରୀ ମାସରେ ଦିଲ୍ଲୀର ଚାନ୍ଦବାଗ ଅଞ୍ଚଳରେ ହୋଇଥିବା ପଥରମାଡ ମାମଲାରେ ପୂର୍ବରୁ ଉମରକୁ ଜାମିନ ମିଳିସାରିଥିଲା । ହେଲେ ଅନ୍ୟଏକ ମାମଲାରେ ସେ ଜେଲରେ ବନ୍ଦ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com