ଅନ୍ତର୍ଜାତୀୟ

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଲୋକପ୍ରିୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଲୋକପ୍ରିୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ୟୁଗଭ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ସୂଚନା ସାମ୍ନାକୁ ଆସିଛି। ତାଙ୍କ ସରକାର ଆଣିଥିବା ରୁୱାଣ୍ଡା ନୀତି ଯୋଗୁଁ ଏହା ଘଟିଛି।

ସର୍ଭେ ଅନୁଯାୟୀ ୭୦ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏବଂ ୨୧ ପ୍ରତିଶତ ଲୋକ ତାଙ୍କ ସମର୍ଥନରେ ଅଛନ୍ତି। ସୁନକଙ୍କୁ ପସନ୍ଦ କରିବା ଦୃଷ୍ଟିରୁ ତାଙ୍କ ରେଟିଂ ବର୍ତ୍ତମାନ ମାଇନସ ୪୯ କୁ ଖସି ଆସିଛି, ଯାହା ନଭେମ୍ବର ତୁଳନାରେ ୧୦ପଏଣ୍ଟ କମ ଅଟେ।

Related Articles

Back to top button
WP Twitter Auto Publish Powered By : XYZScripts.com