ମନୋରଞ୍ଜନ

ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକା ଶାହାରୁଖ ଖାନ

ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଶାହାରୁଖ ଖାନ ଅନ୍ୟତମ। ଅଭିନୟ ବ୍ୟତୀତ ଅଭିନେତା ନିଜର ନମ୍ର ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା।

ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। କିଙ୍ଗ ଖାନଙ୍କ ଏହି ଷ୍ଟାଇଲ ପ୍ରଶଂସକଙ୍କ ହୃଦୟ ଜିତୁଛି। ତାଙ୍କର ସେହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Related Articles

Back to top button