ମନୋରଞ୍ଜନ

ବାହୁବଲୀ ଓ ଆରଆରଆର ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇଥିବା ଏସଏସ ରାଜାମୌଲୀ ଭୂକମ୍ପର ଶିକାର ହୋଇଥିବା ଜଣାପଡ଼ିଛି

ବାହୁବଲୀ ଓ ଆରଆରଆର ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇଥିବା ଏସଏସ ରାଜାମୌଲୀ ଭୂକମ୍ପର ଶିକାର ହୋଇଥିବା ଜଣାପଡ଼ିଛି। ସେ ନିଜ ପୁଅ ଏସଏସ କାର୍ତ୍ତିକେୟଙ୍କ ସହ ଜାପାନ ଯାଇଥିବା ବେଳେ ସେଠାରେ ଭୂକମ୍ପ ହୋଇଥିଲା।

୫.୩ତୀବ୍ରତାର ଭୂକମ୍ପ ହେବା ବେ‌ଳେ ରାଜାମ‌ୌଲୀ ଓ ତାଙ୍କ ପୁଅ ୨୮ମହଲା ଉପରେ ଥିଲେ। ତେବେ ତୀବ୍ରତା ଅଧିକ ଥିଲେ ବି ଦୁହେଁ ଏବେ ସୁରକ୍ଷିତ ଥିବା ଜଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com