Featuredମନୋରଞ୍ଜନ

ସୋସିଆଲ ମିଡିଆରେ ନିଆଁ ଲଗେଇଲେ ସୋଫିଆ ଅନସାରୀ, ଭିଡିଓ ଭାଇରଲ

ଭୁବନେଶ୍ୱର: ଇନଷ୍ଟା ତାରକା ସୋଫିଆ ଅନସାରୀ ତାଙ୍କ ବୋଲ୍ଡ ଷ୍ଟାଇଲ୍ ପାଇଁ ବେଶ ଜଣାଶୁଣା। ପ୍ରଶଂସକମାନେ ସୋଫିଆଙ୍କ ନୂଆ ଫଟୋ ଏବଂ ଭିଡିଓକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି।

ସୋଫିଆ ଅନସାରୀ ତାଙ୍କ ନୂଆ ଫଟୋସୁଟରେ ଅନେକ ଭିନ୍ନ ପୋଜ୍ ଦେଇଛନ୍ତି। ପ୍ରଶଂସକମାନେ ଏହି ପୋଷ୍ଟକୁ ସେୟାର କରିବା ସହିତ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଏହି ଫଟୋସୁଟରେ ସୋଫିଆ ଏକ ମିନି ସ୍କର୍ଟ ପିନ୍ଧିଛନ୍ତି। ସୋଫିଆ ଏହି ଲୁକରେ ବହୁତ ବୋଲ୍ଡ ଦେଖାଯାଉଛନ୍ତି।

ସୋଫିଆ କେବଳ ତାଙ୍କ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ସେୟାର କରିଛନ୍ତି । ଅନେକ ଗୀତର ଭିଡିଓରେ ତାଙ୍କର ହଟ ଏବଂ ଗ୍ଲାମରସ୍ ଲୁକ୍ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପାଗଳ କରିଦେଇଛନ୍ତି।

ସୋଫିଆ ଅନସାରୀ ୩୦ ଏପ୍ରିଲ ୧୯୯୬ ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅଧ୍ୟୟନ ସହିତ ସେ ମଡେଲିଂ ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଟିଭି ଶୋ ଏବଂ ଚଳଚ୍ଚିତ୍ର ପାଇଁ ଅଡିସନ ଦେଇଥିଲେ, କିନ୍ତୁ ତାଙ୍କ ଭାଗ୍ୟ ସାଥ ଦେଇନଥିଲା । ଯେତେବେଳେ ସେ ଟିକଟକରେ ରିଲ୍ ତିଆରି କରିବା ଆରମ୍ଭ କଲେ ତାଙ୍କ ପ୍ରତିଭା ଅନେକ ଲୋକ ଦେଖିବାକୁ ପାଇଲେ। ସେ ଖୁବ୍ ଶୀଘ୍ର ପ୍ରସିଦ୍ଧ ହେଲେ । ଟିକଟକ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ସେ ଇନଷ୍ଟାଗ୍ରାମରେ ରିଲ ତିଆରି କରିବା ଆରମ୍ଭ କରିଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com