ଜାତୀୟରାଜନୀତି

ମାଣିକଙ୍କ ଟିମରେ ଦୁଇ ନୂଆ ବିଧାୟକ

ଅଗରତାଲା: ୧୧ ଜଣ ବିଧାୟକଙ୍କୁ ନେଇ ତ୍ରିପୁରାରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଗଠନ କରାଯାଇଛି | ମନ୍ତ୍ରିମଣ୍ଡଳରେ ବିପ୍ଳବଙ୍କ ସରକାରରେ ଥିବା ୯ ଜଣଙ୍କ ସହ ୨ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି | ନୂତନ ମନ୍ତ୍ରିମଣ୍ଡଳରେ ପୁରୁଣା ଚେହେରା ଭାବେ ଜିଷ୍ଣୁ ଦେବବର୍ମା, ରତନ ଲାଲ ନାଥ, ପ୍ରାଣଜିତ ସିଂ ରାୟ, ମନୋଜ କାନ୍ତି ଦେବ, ଶାନ୍ତନା ଚାକମା, ରାମ ପ୍ରସାଦ ପାଲ, ଭଗବାନ୍ ଚନ୍ଦ୍ର ଦାସ, ସୁଶାନ୍ତ ଚୌଧୁରୀ, ଏନସି ଦେବବର୍ମା ଥିବାବେଳେ ଦୁଇ ନୂତନ ମନ୍ତ୍ରୀଙ୍କ ମଧ୍ୟରେ ରାମପଡା ଜମାଟିଆ ଏବଂ ପ୍ରେମ କୁମାର ରେଙ୍ଗଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।ସେହିପରି ପୂର୍ବଭଳି ଉପ-ମୁଖ୍ୟମନ୍ତ୍ରୀ ଭାବରେ ଜିଷ୍ଣୁ ବର୍ମା ରହିବେ।

Related Articles

Back to top button
WP Twitter Auto Publish Powered By : XYZScripts.com