ଭାଇରାଲ୍ ଭିଡିଓମନୋରଞ୍ଜନ

ଅକ୍ଷୟ କୁମାରଙ୍କ ଗୀତାରେ ଯୁବତୀଙ୍କ ଡାନ୍ସ ଭିଡିଓ ହେଲା ଭାଇରଲ

ନୂଆଦିଲ୍ଲୀ: ବଲିଉଡ ଗୀତ କିମ୍ବା ସାଉଥ ଗୀତ ସମସ୍ତଙ୍କ ପ୍ରିୟ ହୋଇଥାଏ । ଏହା ସହିତ  ଯେଉଁମାନଙ୍କୁ ନାଚିବା ପସନ୍ଦ ଥାଏ ଗୀତ ବାଜିଲେ ସେମାନେ ନିଜୁ ରୋକି ପାରି ନଥାନ୍ତି । ତେବେ ବର୍ତ୍ତମା ଟେନରୁ ଓଲ୍ହାଉଥିବା ସମୟରେ  ନାଚିବା କରୁଥିବା ଏକ ଝିଅର ଭିଡ଼ିଓ ଖୁବ୍ ଭାଇରାଲ ହେଉଛି ।

 

ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯୁବତୀ ଜଣକ ଟ୍ରେନରୁ ଓଲ୍ହାଇବା ପରେ ଅକ୍ଷୟ କୁମାରଙ୍କ ଫିଲ୍ମ ରାଉଡ଼ି ରାଠୋର ର ଗୀତ ଆ ରେ ପ୍ରୀତମ ପ୍ୟାରେ ଗୀତରେ ନାଚିବା ଆରମ୍ଭ କରନ୍ତି ।  ଏହି ଭିଡିଓ ଦେଖିବା ପରେ ୟୁଜର୍ସମାନେ ମଧ୍ୟ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com