ଓଡ଼ିଶା

କଣାସ ବ୍ଲକ୍ ୫ଟି ବୁଥ୍‌ରେ ହେବ ପୁନଃ ନିର୍ବାଚନ, ନିର୍ବାଚନ କମିଶନଙ୍କ ଦିଆଗଲା ପ୍ରସ୍ତାବ

ପୁରୀ () ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନରେ ୫ଟି ସ୍ଥାନରେ ଗଣ୍ଡଗୋଳ ଘଟି ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହି ବୁଥ ମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇଛି ।

କଣାସ ବ୍ଲକ୍ ବଡାଲ ଗ୍ରାମପଞ୍ଚାୟତର ୫, ୭, ୮ ନମ୍ବର ବୁଥ, କୃଷ୍ଣପ୍ରସାଦର ଅଲଣ୍ଡା ଗ୍ରାମପାୟତର ୮ ନମ୍ବର ବୁଥ ଓ ବ୍ରହ୍ମଗିରି ବ୍ଲକର ଚାପମାଣିକ ଗ୍ରାମପଞ୍ଚାୟତର ୯ ନମ୍ବର ବୁଥରେ ହେବ ପୁନଃ ନିର୍ବାଚନ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟକୁ ଦିଆଯାଇଛି ଏକ ପ୍ରସ୍ତାବ । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com