ଜାତୀୟରାଜନୀତି

ଭାଜପାରେ ସାମିଲ ହେଲେ ସୁନୀଲ ଜାଖର

ନୂଆଦିଲ୍ଲୀ: ଭାଜପାରେ ଯୋଗ ଦେଲେ ପଞ୍ଜାବର ପୂର୍ବତନ ପିସିସି ସଭାପତି ସୁନୀଲ ଜାଖର। ଭାଜପା ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଗୁରୁବାର ଦଳରେ ସାମିଲ ହୋଇଛନ୍ତି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁନୀଲ ଜାଖର । ଜେପି ନଡ୍ଡା ତାଙ୍କୁ ଦଳର ସଦସ୍ୟତା ପତ୍ର ପ୍ରଦାନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗତ ମାସରେ କଂଗ୍ରେସ ତାଙ୍କୁ ସମସ୍ତ ପଦବୀରୁ ହଟାଇ ଦେଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com