ଅନ୍ୟାନ୍ୟ

ଅଭିନେତା ତଥା DMDK ପାର୍ଟିର ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ ହୋଇଛି

ଅଭିନେତା ତଥା DMDK ପାର୍ଟିର ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ ହୋଇଛି । ସେ କରୋନା ସଂକ୍ରମିତ ଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ନିଶ୍ବାସ ନେବାରେ ଅସୁବିଧା ହେଉଥିବାବେଳେ ଭେଣ୍ଟିଲେଟର ଲଗାଯାଇଥିଲା । ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା କି, ସେ ସୁସ୍ଥ ଅଛନ୍ତି ଶୀଘ୍ର ଘରକୁ ଫେରିବେ । ମାତ୍ର ଗୁରୁବାର ତାଙ୍କର ମୃତ୍ୟୁ ହୋଇଯାଇଛି । ରାଜନେତା ଏବଂ ଅଭିନେତାମାନେ ଟୁଇଟ କରି ଶୋକସନ୍ତପ ପରିବାରକୁ ସାନ୍ତ୍ବନା ଦେବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com