ଓଡ଼ିଶା

ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟା ଜଳ, ୧୨ଟି ଜିଲ୍ଲାକୁ ସତର୍କ ସୂଚନା

ସମ୍ବଲପୁର: ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟା ଜଳ । ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା। ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ଯାଜଳ ନଷ୍କାସନ ସକାଶେ ତଳ ମୁଣ୍ଡର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ମୌସୁମୀ ପାଖେଇ ଆସୁଥିବା ବେଳେ ଜୁନ ୧ରୁ ୩୧ ଅକ୍ଟୋବର ମଧ୍ଯରେ ଯେ କୌଣସି ମୂର୍ତ୍ତରେ ବନ୍ଯାଜଳ ଛଡାଯିବ ବୋଲି ଡ୍ଯାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ଯରେ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com