ବାଣିଜ୍ୟ

ଆନ୍ଧ୍ରପ୍ରଦେଶରେ ବାଣ ବିସ୍ଫୋରଣ

ବିଜୟୱାଡା, ୨୩/୧୦/୨୦୨୨-   ଆନ୍ଧ୍ରପ୍ରଦେଶରେ ବାଣ ବିସ୍ଫୋରଣ । ବିଜୟୱାଡାରେ ବାଣ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି । ଗାନ୍ଧୀ ନଗର ଜିମ୍ ଖାନା ଗ୍ରାଉଣ୍ଡରେ ବାଣ ଦୋକାନରେ ନିଆଁ ଲାଗିଯାଇଛି । ରବିବାର ସକାଳୁ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ବାଣ ନଷ୍ଟ ହୋଇଯାଇଛି । ସେପଟେ ଏଭଳି ଘଟଣାକୁ ଆଖିରେ ରଖି ଅଗ୍ନିଶମ ବିଭାଗ ସଜାଗ ହୋଇଛି । ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com