ଜାତୀୟରାଜନୀତି

ହନୁମାନ ଚାଲିସା ପାଠ କଲେ ମାରିଦିଆଯିବ ,ଫୋନରେ ହତ୍ୟା ଧମକ ନେଇ ପୋଲିସ ପାଖରେ ଫେରାଦ ହେଲେ ରାଣା

ନୂଆଦିଲ୍ଲୀ: ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି । ଏହି ମାମଲାରେ ଦିଲ୍ଲୀର ନର୍ଥ ଏଭେନ୍ୟୁ ଥାନାରେ ପୋଲିସ ଏକ FIR ଦାଖଲ କରି ମାମଲାର ଯାଞ୍ଚ ଆରମ୍ଭ କରିଛି । ନବନୀତ ରାଣାଙ୍କୁ ଫୋନ ଯୋଗେ ଏଭଳି ଧମକ ମିଳିଛି । ଏମ୍‌ପି ଦାବି କରିଛନ୍ତି ଯେ ହନୁମାନ ଚାଳିଶା ପାଠକୁ ନେଇ ତାଙ୍କୁ ଏଭଳି ଧମକ ଦିଆଯାଇଛି । ଆପଣ ମହାରାଷ୍ଟ୍ର ଆସି ପାରିବେ ନାହିଁ । ହନୁମାନ ଚାଳିଶା ପାଠକଲେ ଜୀବନରୁ ମାରି ଦିଆଯିବା ନେଇ ସାଂସଦ ରାଣା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com