ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ୧୧ ରାଜ୍ୟ ସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ରାଷ୍ଟ୍ରୀୟ ଲୋକଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭା ଟିକେଟ ଦେଇଛି ସମାଜବାଦୀ ପାର୍ଟି । ଜୟନ୍ତ ଚୌଧୁରି ଉଭୟ ସପା-ଆରଏଲଡିର ମିଳିତ ପ୍ରାର୍ଥୀ ହେବେ । ପୂର୍ବରୁସମାଜବାଦୀ ପାର୍ଟି ପକ୍ଷରୁ ଡିମ୍ପଲ ଯାଦବ ରାଜ୍ୟ ସଭା ଯାଇ ପାରନ୍ତି ବୋଲି ଶୁଣାଯାଉଥିଲା ।
Back to top button