ରାଜନୀତି

ନିର୍ବାଚନ ପୂର୍ବରୁ କଂଗ୍ରେସର ଟିକେଟ କସରତ

ନିର୍ବାଚନ ପୂର୍ବରୁ କଂଗ୍ରେସର ଟିକେଟ କସରତ । ଅନଲାଇନରେ ସମସ୍ତ ତଥ୍ୟ ଦେଇ ଟିକେଟ୍ ପାଇଁ ଆବେଦନ କରିବେ କଂଗ୍ରେସ ଟିକେଟରେ ଲଢ଼ିବାକୁ ଥିବା ଆଶାୟୀ ।

ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ-ଫର୍ମ ଉପଲବ୍ଧ କରାଯିବ । ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରିବ ପ୍ରଦେଶ ଇଲେକ୍ସନ କମିଟି । ଏହାପରେ ପ୍ରାର୍ଥୀଙ୍କ ତାଲିକାକୁ ସ୍କ୍ରିନିଂ କମିଟିକୁ ପଠାଯିବ । ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ମିଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com