ଓଡ଼ିଶା

ଭିଜିଲାନ୍ସ ଜାଲରେ ବିଇଓ ଅଫିସର କନିଷ୍ଠ କିରାଣୀ, ବିଲ୍ କମାଇବା ପାଇଁ ନେଉଥିଲେ ଲାଞ୍ଚ

କାମାକ୍ଷାନଗର : ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସର କନିଷ୍ଠ କିରାଣୀ  ଜୀବାନନ୍ଦ ଶତପଥୀ । ଇନ୍‌କମ୍ ଟ୍ୟାକ୍ସ ବିଲ୍ କମାଇବା ପାଇଁ ନେଉଥିଲେ ଲାଞ୍ଚ । କନ୍ତିଓକାଟେଣୀ ସିଦ୍ଧାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଗୋଲକ ଚନ୍ଦ୍ର ନାୟକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ କିରାଣୀ । ଏହି ସମୟରେ ରେଡ଼୍ କରିଥିଲା ଭିଜିଲାନ୍ସ । ବର୍ତମାନ ତାଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ଟିମ ।

Related Articles

Back to top button
WP Twitter Auto Publish Powered By : XYZScripts.com