ଓଡ଼ିଶା

ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ କର୍ମୀ

ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ କର୍ମୀ। ତାଙ୍କ ପାଇଁ କାମ ନକଲେ ନିର୍ବାଚନ କମିଶନଙ୍କୁ କହି ବଦଳି କରିଦେବାକୁ ଫୋନରେ ଦେଉଛନ୍ତି ଧମକ।

ଏଭଳି ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଛି ବିଜେଡି। ଏନେଇ ବିଜେଡି ମୁଖ୍ଯ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com