ମନୋରଞ୍ଜନ
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଲସ ଆଞ୍ଜେଲସ ଘର ଖାଲି କରଦେଇଛନ୍ତି

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଲସ ଆଞ୍ଜେଲସ ଘର ଖାଲି କରଦେଇଛନ୍ତି। କେବଳ ଏତିକି ନୁହେଁ, ଦୁହେଁ ବିକ୍ରେତାଙ୍କ ବିରୋଧରେ ଆଇନଗତ ମାମଲା ଦାୟର କରିଛନ୍ତି। ପାଣି ଅସୁବିଧା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ଦମ୍ପତି ନିଜ ଝିଅ ମାଳତୀ ମେରିଙ୍କ ସହ ଅନ୍ୟ ଏକ ଘରକୁ ଶିପ୍ଟ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ତାଙ୍କର ଆଉ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରିୟଙ୍କା ଏବଂ ନିକ ୨୦ ସେପ୍ଟେମ୍ବର ୨୦୧୯ ରେ ଏହି ଘର କିଣିଥିଲେ।