ସ୍ୱାସ୍ଥ୍ୟ

ଖୋଲିବ ୭ ଟି ଲ୍ୟାବ

ଜୁ୍ନୋଟିକ ରୋଗ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ । ରାଜ୍ୟର ୭ ସେଣ୍ଟିନେଲ ସାଇଟରେ ଖୋଲିବ ଲ୍ୟାବ ।

କୋରାପୁଟ ମେଡିକାଲ କଲେଜ, ବାରିପଦା ମେଡିକାଲ କଲେଜ ଓ ବଲାଙ୍ଗୀର ମେଡିକାଲ କଲେଜ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିଲା । କେନ୍ଦ୍ର ଲ୍ୟାବ ସଂଖ୍ୟା ବଢ଼ାଇକୁ କହିଥିବାରୁ ଆଉ ଚାରୋଟି ସେଣ୍ଟିନେଲ ସାଇଟ ଖୁବଶୀଘ୍ର ଚିହ୍ନଟ କରାଯିବ ।

ଓ୍ବାନ ହେଲଥ କାର୍ଯ୍ୟକ୍ରମ ଜରିଆରେ ପ୍ରାକ ମୁକାବିଲା ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com