ଜାତୀୟ

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ନିପାତ

ପୁଲଓ୍ବାମା: ଘାଟୀରେ ପୁଣି ୨ ଆତଙ୍କବାଦୀ ନିପାତ । ଜମ୍ମୁ ଓ କାଶ୍ମୀର ପୁଲଓ୍ବାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ନିହତ ଦୁଇ ଆତଙ୍କବାଦୀ ଆତଙ୍କୀ ସଂଗଠନ ଜୈଶ-ଏ- ମହମ୍ମଦର ହୋଇଥିବା ଜଣାପଡିଛି । ଗତକାଲି ସନ୍ଧ୍ୟାରୁ ପୁଲୱାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଆଜି ସକାଳୁ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com