ଅନ୍ତର୍ଜାତୀୟ

ଇସ୍ରାଏଲ ଉପରେ ହେଜବୁଲ୍ଲାର ହମଲା

ଇସ୍ରାଏଲ ଉପରେ ହେଜବୁଲ୍ଲାର ହମଲା। ଗାଜା ଯୁଦ୍ଧ ଆରମ୍ଭ ପରଠାରୁ ଇସ୍ରାଏଲର ଭିତର ସୀମାରେ ସବୁଠାରୁ ବଡ଼ ଆକ୍ରମଣ ହୋଇଥିବା ଜଣାପଡିଛି। ଆଇଡିଏଫ ଶିବିର ଉପରେ ଡ୍ରୋନରୁ ଆକ୍ରମଣ କରିଛି ହେଜବୁଲ୍ଲା।

ଲେବାନନ ସମର୍ଥିତ ହେଜବୁଲ୍ଲା ସଂଗଠନ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଥିବା ଜଣାପଡିଛି। ଗାଜା ଉପରେ ଇସ୍ରାଏଲ ଆକ୍ରମଣ ପରଠାରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହଯାଉଛି।

Related Articles

Back to top button