ଓଡ଼ିଶା

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସ୍‌ଡିପିଓ, ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ

ଢେଙ୍କାନାଳ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଅଧିକାରୀ । ଲାଞ୍ଚ ନେଲାବେଳେ ଧରାପଡିଲେ ହିନ୍ଦୋଳ ଏସ୍‌ଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ ।

ଖବର ଅନୁଯାୟୀ, ଏସିଏସ୍‌ଟି ମାମଲାରେ ଜଣଙ୍କ ନାଁ କାଟିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସ୍‌ଡିପିଓ । କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ହିନ୍ଦୋଳ ଏସ୍‌ଡିପିଓ ମଳୟ ନାୟକଙ୍କୁ ଗିରଫ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com