ଓଡ଼ିଶାଶିକ୍ଷା

+୩ ଆଡମିଶନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର, ୦୮/୦୮/୨୦୨୨-  +୩ ଆଡମିଶନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଅଗଷ୍ଟ ୧୧ ରୁ ୨୩ ଯାଏଁ ନାମଲେଖା ଆବେଦନ କରାଯିବ । ଅଗଷ୍ଟ ୩୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୨ ରୁ ୫ ଯାଏଁ  ନାମଲେଖା ହେବ । ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇ ସେପ୍ଟେମ୍ବର ୧୨ ରୁ ୧୪ ଯାଏ ନାମଲେଖା ହେବ । ୧୬ ତାରିଖରେ ଖାଲିଥିବା ସିଟ୍ ତାଲିକା ପ୍ରକାଶିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com