ଜାତୀୟ

ରାମ ମନ୍ଦିରର ଗର୍ଭଗୃହର ଶିଳାନ୍ୟାସ କରିଛନ୍ତି ଯୋଗୀ ଆଦିତ୍ୟନାଥ

ଆଯୋଧ୍ୟା: ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ରାମ ମନ୍ଦିରର ଗର୍ଭଗୃହର ଶିଳାନ୍ୟାସ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ ବିଧିପୂର୍ବକ ପୂଜାରେ ସାମିଲ ହେବା ପରେ ଗର୍ଭଗୃହ ନିର୍ମାଣ ପାଇଁ ପ୍ରଥମ ପଥର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଯୋଗୀ କହିଛନ୍ତି, ରାମ ମନ୍ଦିର ଭାରତର ଏକ ରାଷ୍ଟ୍ର ମନ୍ଦିର ହେବ। ଏହାର ଶିଳାନ୍ୟାସ କରିବା ତାଙ୍କ ପାଇଁ ଏକ ସୌଭାଗ୍ୟର କଥା। ବର୍ତ୍ତମାନଠାରୁ ନିର୍ମାଣ କାର୍ଯ୍ୟ ଆହୁରି ଦ୍ରୁତଗତିରେ ଆଗେଇ ଚାଲିବ ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com