ଜାତୀୟ

୨୬ ଜାନୁଆରୀ ଦିନ ବିଜୟ ଚୌକ୍ ଠାରେ ସକାଳ ୧୦ ଟାରୁ ପରେଡ ଆରମ୍ଭ ହେବ

୨୬ ଜାନୁଆରୀ ଅର୍ଥାତ୍ ଗଣତନନ୍ତ୍ର ଦିବସ ଭାରତର ସମ୍ବିଧାନର ପ୍ରତୀକ ଭାବରେ ପାଳନ କରାଯାଇଥାଏ । ୨୬ ଜାନୁଆରୀ ଦିନ ବିଜୟ ଚୌକ୍ ଠାରେ ଏକ ସ୍ୱତନ୍ତ୍ର ପରେଡ୍ ମଧ୍ୟ ଆୟୋଜିତ ହୋଇଥାଏ ।

୨୬ ଜାନୁଆରୀ ଦିନ ବିଜୟ ଚୌକ୍ ଠାରେ ସକାଳ ୧୦ ଟାରୁ ପରେଡ ଆରମ୍ଭ ହେବ ଆପଣମାନେ ଯଦି ପରେଡ୍ ଦେଖିବା ପାଇଁ ଚାହୁଁଛନ୍ତି । ତାହାଲେ ଆପଣ ଟିକେଟ୍ ବୁକ କରିପାରିବେ । ଯାହାର ମୂଲ୍ୟ ହେଉଛି ୨୦ ଏବଂ ୧୦୦ ଟଙ୍କା । ଜାନୁଆରୀ ୧୦ ରୁ ଜାନୁଆରୀ ୨୫ ଯାଏଁ ଟିକେଟ୍ ଉପଲବ୍ଧ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com