କ୍ରୀଡ଼ା

ଆଇପିଏଲ ୨୦୨୪ ପାଇଁ ସିଡ୍ୟୁଲ ଘୋଷଣା ହୋଇ ସାରିଛି

ଆଇପିଏଲ ୨୦୨୪ ପାଇଁ ସିଡ୍ୟୁଲ ଘୋଷଣା ହୋଇ ସାରିଛି। ମାର୍ଚ୍ଚ ୨୨ରୁ ଏହା ଆରମ୍ଭ ହେବ। ଏପରିସ୍ଥଳେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ସେମାନେ ଆଇପିଏଲ ଭଳି ଅନ୍ୟ ରୋମାଞ୍ଚକର ଲିଗର ଆନନ୍ଦ ନେଇ ପାରିବେ।

ଆଇପିଏଲ ଭଳି ଅନ୍ୟ ଏକ ଲିଗର ଘୋଷଣା କରାଯାଇଛି। ଏହି ଲିଗରେ ଚୌକା-ଛକାର ବର୍ଷାହେବ। ୯୦ ବଲର ଏହି ଲିଗରେ ଭାରତ ଏବଂ ଅନ୍ୟ ଦେଶର ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com